ପୁରୀ ପୌରପାଳିକାର ସ୍ଵଚ୍ଛ ଭାରତ ମିଶନ୍ (2.0)...







ତା 25.1.1881 ରେ ପ୍ରକାଶିତ ବଙ୍ଗଳା ପୌରପାଳିକା ଅଧିନିୟମ ବିଜ୍ଞପ୍ତି ଅନୁଯାୟୀ 16.84 ବର୍ଗ କ୍ଷେତ୍ରକୁ ନେଇ ପୁରୀର ପୌରପାଳିକା ଗଠନ କରାଯାଇଥିଲା, ଯାହା 26/01/1881 ରେ କଲିକତା ଗେଜେଟରେ ପ୍ରକାଶିତ ହୋଇଥିଲା।
ପୁରୀ ପୂର୍ବଭାରତ ର ବଂଗୋପ ସାଗର କୂଳରେ ଅବସ୍ଥିତ ଏକ ଧାର୍ମିକ ତୀର୍ଥ କ୍ଷେତ୍ର ତାହତ ପର୍ଯ୍ୟଟନ ସ୍ଥଳୀ , ଏହା ଶ୍ରୀ କ୍ଷେତ୍ର, ଶଙ୍ଖ କ୍ଷେତ୍ର , ପୁରୁଷୋତ୍ତମ କ୍ଷେତ୍ର ଇତ୍ୟାଦି ନାମରେ ପରିଚିତ | ଏହା ମହାପ୍ରଭୂ ଶ୍ରୀ ଜଗନ୍ନାଥ ଓ ସ୍ଵରନଭ ବେଳାଭୂମି ପାଇଁ ବିଶ୍ଵ ବିଖ୍ୟାତ | ଚାରି ଧାମ ମଧ୍ୟରୁ ପୁରୀକୁ ସବୁଠାରୁ ପବିତ୍ରତମ ଧାମ ଭାବରେ ପରିଗଣିତ କରାଯାଏ | ଏହାକୁ ଓଡ଼ିଶା ସରକାର ସ୍ବଚ୍ଛ ଆଇକନିକ୍ ସିଟି ଭାବରେ ମାନ୍ୟତା ପ୍ରଦାନ କରିଛନ୍ତି।
ପୁରୀ ପୌରପାଳିକାର ସ୍ଵଚ୍ଛ ଭାରତ ମିଶନ୍ (2.0)...
ପ୍ରଧାନ ମନ୍ତ୍ରୀ ଗଳି ବିକ୍ରେତା ଆତ୍ମନିର୍ଭର ନିଧି ...
ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ...